ସ୍ୱେହା ହେଲ ମା

0 656

ବାରଙ୍ଗ,୯/୧(ଏସଏସନିଉଜ)ମା ହେଲା ଧଳାବାଘୁଣି ସ୍ନେହା ।ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ତୃତୀୟଥି ପାଇଁ ମା ହୋଇଛି ସ୍ନେହା । ଗୁରୁବାର ବଢିଭୋର ସମୟ୩.୩୮ମିନଟ ରେ ଗୋଟିଏ ଓ ୫,୪୪ମିନଟରେ ଆଉଗୋଟିଏ ଶାବକକୁ ମିଶାଇ ସମୁଦାୟ ୨ଟି ଛୁଆକୁ ସିସିଟିଭି ଆଗରେ ଜନ୍ମ ଦେଇଛି ।ହାଇଦ୍ରାବାଦରୁ ଆସିଥିବା ଜଙ୍ଗଲିବାଘ ସେଫ ସହ ଗତ ସେପ୍ଟେମ୍ବର ମାସରେ ଧଳାବାଘୁଣି ସ୍ନେହାର ମିଳନ ହୋଇଥିଲା ।ସ୍ନେହା ଏହାପୁର୍ବରୁ କଳାଲୋମଯୁକ୍ତବାଘଛୁଆ ଜନ୍ମକରି ନନ୍ଦନକାନନରେ ଇତିହସ ରଚିଥିବାବେଳେ ଏବେ ଦେଇଥିବା ଛୁଆ ମଧ୍ୟରୁ ଗୋଟିଏସାଧାରଣ ଓଗୋଟିଏ ଧଳାରଙ୍ଗର ବୋଲି  ଜଣାପଡିଛି ।ତେବେ ନନ୍ଦନକାନନରେ ବାଘ ସଂଖ୍ୟା ବୃଦ୍ଧିପାଇ ୨୭ରେ ପହଁଚିଛି ।ସେଥିମଧ୍ୟରେ ସାଧାରଣବାଘ୫ଅଣ୍ଡିରା ଓ ୮ମାଇକୁ ମିଶାଇ୧୩,ଧଳାବାଘ ୩ଅଣ୍ଡିରା ଓ ୫ମାଇକୁ ମିଶାଇ୮,କଳାଲୋମଯୁକ୍ତବାଘ ସଂଖ୍ୟା ୪ଥିବାର ଜଣାପଡିଛି ।

Leave A Reply

Your email address will not be published.