ଶୋଭାଯାତ୍ରାରେ ଯାଇ

ସିବିଆଇରେ ହାଜରହେଲେ ଦିଲ୍ଲୀଉପମୁଖ୍ୟମନ୍ତ୍ରୀ

0 143

ଭୁବନେଶ୍ୱର,୨୬ା୨(ଏସଏସନିଉଜ)ମଦଦୁର୍ନୀତି ମାମଲାରେ ଦିଲ୍ଲୀଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଆଜି ସିବିଆଇରେ ହାଜର ହୋଇଛନ୍ତି । ସିସୋଦିଆ ସିବିଆଇରେ ହାଜରହେବା ପୂର୍ବରୁ ଆପ୍ ସମର୍ଥକଙ୍କଗହଣରେ ଏକ ଶୋଭାଯାତ୍ରାରେ ଘରୁବାହାରିଥିଲେ ।ଗତବର୍ଷ ଆମ୍ ଆଦମୀପାର୍ଟି ସରକାର ଦିଲ୍ଲୀରେ ନୂଆ ମଦ ବିକ୍ରିନୀତି ପ୍ରଣୟନ କରିବାପଛରେ କୋଟିକୋଟି ଟଙ୍କାର ସ୍କାମ ରହିଥିବା ଅଭିଯୋଗକରିଥିଲେ ବିରୋଧୀ ।ଗତବର୍ଷ ଦିଲ୍ଲୀଲେଫ୍ଟନାଣ୍ଟଗଭର୍ଣ୍ଣର ଭି.କେ.ସାକ୍ସେନା ଏହାର ସିବିଆଇତଦନ୍ତ ନିର୍ଦ୍ଦେଶ ଦେଇଥିଲେ.

Leave A Reply

Your email address will not be published.