ଶ୍ରେଷ୍ଠ ଖେଳାଳିଙ୍କ ନାମ ଘୋଷଣା

0 146

ଭୁବନେଶ୍ୱର,୩୧ା୧୨(ଏସଏସନିଉଜ)ଦିନିକିଆ ଏବଂ ଟେଷ୍ଟ କ୍ରିକେଟରେ ଶ୍ରେଷ୍ଠ ଖେଳାଳିଙ୍କ ନାମ ଘୋଷଣା ହୋଇଛି ।ଦିନିକିଆ କ୍ରିକେଟ୍ରେ ଶ୍ରେୟସ ଆୟର ଶ୍ରେଷ୍ଠ ବ୍ୟାଟସମ୍ୟାନ ଏବଂ ମହମ୍ମଦ ସିରାଜ ଶ୍ରେଷ୍ଠ ବୋଲର ଭାବେ ହେଲା ଘୋଷଣା ହୋଇଛିାଶ୍ରେୟସ ଆୟର ୧୭ଟି ମ୍ୟାଚ୍ ଖେଳି ୫୫.୬୯ ଆଭ୍ରେଜ୍ରେ ସର୍ବାଧିକ ୭୨୪ ରନ୍ କରିଛନ୍ତି ।ସେହିପରି ଦିନିକିଆ ବୋଲିଂ ବିଭାଗରେ ଟପ୍ରେ ରହିଛନ୍ତି ମହମ୍ମଦ ସିରାଜ । ସେ ୧୫ଟି ମ୍ୟାଚ୍ ଖେଳି ୨୪ ଟି ଓ୍ୱିକେଟ୍ ନେଇଛନ୍ତି ।ସେହିପରି ଟେଷ୍ଟ କ୍ରିକେଟ୍ରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଖେଳାଳିଙ୍କ ମଧ୍ୟରେ ରିଷଭ୍ ପନ୍ଥ ରହିଛନ୍ତି ଟପ୍ରେ ରହିଛନ୍ତି ।ରିଷଭ ୭ଟି ମ୍ୟାଚ୍ ଖେଳି ୬୧.୮୧ ଆଭରେଜ୍ରେ ସର୍ବାଧିକ ୬୮୦ ରନ୍ ସଂଗ୍ରହ କରିଛନ୍ତି ।ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛି ବିସିସିଆଇ ।

Leave A Reply

Your email address will not be published.