ଶ୍ରୀମନ୍ଦିରରୁ ଉଡିଗଲା ପତିତପାବନ ବାନା

0 298

ଭୁବନେଶ୍ବର:୧୮/୫(ଏସଏସଏନ୍) କରୋନା ମହାମାରୀ ରେ ସାରା ବିଶ୍ବ ଆତଙ୍କିତ ହୋଇପଡିଥିବା ବେଳେ ପୁଣି ସମ୍ଭାବ୍ୟ ବାତ୍ୟା ଅମ୍ଫାନ ଭୟଙ୍କର ବାତ୍ୟାର ରୂପ ହୋଇଥିବା ନେଇ ଲୋକେ ଭୟବିତ ହୋଇପଡିଛନ୍ତି ।   ପୁଣି ଶ୍ରୀମନ୍ଦିର ନୀଳଚକ୍ରରୁ  ପତିତପାବନ ବାନା ଉଡିଯାଇଛି  । ଏହି ଖବର ଭକ୍ତଙ୍କ ମନରେ ଗଭୀର ଆଶଙ୍କା ସୃଷ୍ଟି କରିଛି । ପୁଣି କୌଣସି ବଡ ବିପତ୍ତି ମାଡି ଆସୁଥିବା ଚର୍ଚ୍ଚା ଜୋର ଧରିଛି । ଶ୍ରୀମନ୍ଦିର ନୀଳଚକ୍ରରୁ ପତିତପାବନ ଉଡିଯିବା ଓଡ଼ିଶାବାସୀଙ୍କୁ ଭୟଭୀତ କରିଛି ।

Leave A Reply

Your email address will not be published.