ବାଲିଗୁଡ଼ା,୧୮/୧୧(ଏସଏସନିୟୁଜ) ଜୀବନ୍ତ ବଜ୍ରକାପ୍ତା ବିକ୍ରି ପାଇଁ ମୁଲଚାଲ ହେଉଥିବାବେଳେ ଏସଟିଏଫ୍ ଟିମ୍ ହାତରେ ଧରାପଡିଛି ।ଘଟଣାସ୍ଥଳରୁ ବନବିଭାଗ ଓ ଏସଟିଏଫ୍ ଟିମ୍ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଜବତ କରିବା ସହ ଶିବାନନ୍ଦ ମଲ୍ଲିକ ଓ ରାଷ୍ଟ୍ର ଭୋଇ ନାମକ ଚାଲାଣକାରୀ ୨ ଜଣଙ୍କୁ ଗିରଫ କରିଛିା କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଫରେଷ୍ଟ ଡିଭିଜନ୍ ଅଧୀନରେ ଥିବା ଜାତୀୟ ରାଜପଥ-୫୯ରେ ଜାକିକିଆ ଗାଁ ନିକଟରେ ବନବିଭାଗ ଓ ଏସଟିଏଫ୍ ଟିମ୍ ମିଳିତଭାବେ ଚଢ଼ାଉ କରିଥିଲେ।