ସ୍ତ୍ରୀକୁ ହତ୍ୟାକଲା ସ୍ୱାମୀ

0 127

ସୋର,୨୯ା୩(ଏସଏସନିଉଜ) ସ୍ତ୍ରୀକୁ ପିଟିପିଟି ହତ୍ୟା କରିଛି ସ୍ୱାମୀ । ସିମୁଳିଆଥାନା ଛତ୍ରପୁର ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି ।ହତ୍ୟାକାଣ୍ଡ ପରେ ଅଭିଯୁକ୍ତସ୍ୱାମୀ ଘଟଣସ୍ଥଳରୁଫେରାର ହୋଇଯାଇଛି ।ଖବରପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.