ଷ୍ଟ୍ରଙ୍ଗରୁମ ସାମ୍ନାରେ ଲାଠି ଚାର୍ଜ

0 161

ଭୁବନେଶ୍ୱର,୨୫/୩(ଏସ ଏସ ନିଉଜ) ଭୁବନେଶ୍ୱର ବିଜେବି କଲେଜସ୍ଥିତ ଷ୍ଟ୍ରଙ୍ଗ ରୁମ ସିଲ ହେବା ପରେ ଜଣେ ବ୍ୟକ୍ତି ଭିତରକୁ ପଶିବା ଅଭିଯୋଗ କରି ଲୋକମାନେ ତୁମୁଳକାଣ୍ଡ ଘଟାଇଛନ୍ତି।ଶହଶହ ଲୋକ ଏକାଠି ହୋଇ ଇଭିଏମ ଟ୍ୟାମ୍ପରିଂ ହୋଇଥିବା ଅଭିଯୋଗ କରି ହୋହଲ୍ଲା କରିଥିଲେ । ପୋଲିସ ଯେତେ ବୁଝାଇଲେ ମଧ୍ୟ ଉତ୍ୟକ୍ତ ଲୋକମାନେ ନଶୁଣିବାରୁ
ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ଲାଠି ମାଡ କରିଥିଲେ । ଫଳରେ ପୋଲିସ ଓ ଜନତାଙ୍କ ମଧ୍ୟରେ ସଂଘର୍ଷ ଘଟିବାରୁ ୧୦ରୁ ଅଧିକ ଆହତ ହୋଇଛନ୍ତି ।

Leave A Reply

Your email address will not be published.