ଚାଲିଗଲା ଥାନାଧିକାରୀଙ୍କ ଜୀବନ

0 277

ଭଞ୍ଜନଗର, ୨୫/୩(ଏସଏସନିଉଜ) ଗୁଳି ଫୁଟିବାରୁ ଚାଲିଗଲା ଥାନା ଅଧିକାରୀଙ୍କ ଜୀବନ । ସିଏ ହେଉଛନ୍ତି ଗାଙ୍ଗପୁର ଥାନା ଅଧିକାରୀ ଦେବ୍ କୁମାର ଗମାଙ୍ଗ । ଶୁକକ୍ରବାରଦିନ ଥାନା ପରିସରରେ ଥିବା ତାଙ୍କ କ୍ବାର୍ଟରରେ ଖାଇବାକୁ ଵସିଥିବା ଵେଳେ ବନ୍ଧୁକକୁ ଅଣ୍ଟାରେ ରଖିବାବେଳେ ହଠାତ ଗୁଳି ଫୁଟିଥିଲା ତାଙ୍କ ଅଣ୍ଟାରେ ବାଜିଥିଲା। ତାଙ୍କୁ ଚିକିସ୍‌ାପାଇଁ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ୪ ମାସ ପୂର୍ବେ ଏଠାକୁ ଦାୟିତ୍ୱରେ ଆସିଥିବାବେଳେ କିଛିଦିନ ହେଲା ମାନସିକ ଦୁଶ୍ଚିନ୍ତା ଦେଇ ଆଇଆଇସି ଗତି କରୁଥିଲେ ବୋଲି ଗଞ୍ଜାମ ଏସପି ବିଜେଶ ରାଓ ପ୍ରତିକ୍ରିୟାରେ କହିଛନ୍ତି ।

Leave A Reply

Your email address will not be published.