ଶୁଭେଛା ଜଣାଇଲେ ପଦ୍ମଚରଣ ବଡଜେନା

0 223

ମେଣ୍ଢାଶାଳ ,୨୫/୬(ଏସଏସନିୟୁଜ)ଭୁବନେଶ୍ୱରବ୍ଲକ ଅର୍ନ୍ତଗତ ମେଣ୍ଢାଶାଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ରେଗୁଲାରରେ ମାଟ୍ରିକ ପରୀକ୍ଷା ଫଳ ଚଳିତ ବର୍ଷ ପାସ୍ ହାର ଶତ ପ୍ରତିଶତ ଓ ଏକ୍ସ ରେଗୁଲାରରେ ୮୭.୫ପ୍ରତିଶତ ରେଜଲ୍ଟ ହୋଇଛି । ରେଗୁଲାରରେ ୮୬ଜଣ ପରୀକ୍ଷାର୍ଥୀ ପରୀକ୍ଷାଦେଇଥିବାବେଳେ ଓମପ୍ରକାଶପୃଷ୍ଟିନାମକ ଛାତ୍ର ସର୍ବାଧିକ ୫୩୦ନମ୍ବର ରଖିଛି ।ସେହିଭଳିଭାବେ ଏକ୍ସ ରେଗୁଲାରରେ ୧୬ ଜଣ ପରୀକ୍ଷା ଦେଇଥିବାବେଳେ ୧୪ଜଣ ପାସ କରିଛନ୍ତି ।ଏହି କୃତକାର୍ଯ୍ୟ ପାଇଁ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମେଣ୍ଢାଶାଳ ବରିଷ୍ଠ ନାଗରିକ ସଂଘର ସଭାପତି ପଦ୍ମଚରଣ ବଡଜେନା ।

Leave A Reply

Your email address will not be published.