ସୁନା ଦୋକାନୀକୁ ଗୁଳିମାଡ଼ କରି ୧୫ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ

ଭଦ୍ରକ,୧/୧୧(ଏସଏସନିୟୁଜ) ବାସୁଦେବପୁର ଥାନା ଅନ୍ତର୍ଗତ ସୁଦର୍ଶନପୁର ପଞ୍ଚାୟତ ମାଛହାଟ ଛକରେଗୁଳିମାଡ଼ କରି ୧୫ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ ହୋଇଛି । ଚକାଡ଼ୋଳା ଗହଣା ଦୋକାନର ମାଲିକ ତାପସ ସାହୁ ନିଜର ଦୋକାନ ବନ୍ଦ କରି ହାତରେ ଗହଣା ବ୍ୟାଗଟି ଧରି ଘରକୁ ଆସୁଥିଲେ । ଏକ ବାଇକରେ ୩ ଦୁର୍ବୃତ୍ତ ଆସି ତାପସଙ୍କ ଉପରକୁ ଗୁଳିମାଡ଼ କରି ୧୫ ଲକ୍ଷ ଟଙ୍କାର ସୁନା ଗହଣା ଥିବା ବ୍ୟାଗ ଲୁଟି ନେଇଥିବାନେଇ ତାପସ ଥାନାରେ ଅଭିଯ୍ଧେଜ୍ଞ କରିଛନ୍ତି ।ପୋଲିସ ଆସି ତଦନ୍ତ ଆରମ୍ଭ କରିଛି ।

- Advertisement -

Leave A Reply

Your email address will not be published.