ସୁରକ୍ଷା ଯାଞ୍ଚ କଲେ ଡି.ଜି.ପି

0 355

ଭୁବନେଶ୍ବର:୨୦/୧୨(ଏସଏସଏନ) ଆସନ୍ତା ୨୨ରେ କଟକ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା  ଇଣ୍ଡିଆ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦିନିକିଆ ମ୍ୟାଚ୍ ଖେଳାଯିବ.। ଏଥିପାଇଁ ଷ୍ଟାଡିୟମରେ ସମସ୍ତ ବ୍ୟବସ୍ଥା ଶେଷ ହୋଇଛି।ଯାହାକୁ ଶୁକ୍ରବାର ଡିଜି ଅଭୟ  ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିବା ପାଇଁ  ବାରବାଟୀ ଷ୍ଟାଡିୟମରେ ପହଞ୍ଚିଛନ୍ତି।ଏନେଇ ଡିଜି ଅଭୟ କହିଛନ୍ତି ଷ୍ଟାଡିୟମର ସୁରକ୍ଷା ଦାୟିତ୍ବରେ ୮୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି ।

 

Leave A Reply

Your email address will not be published.