ସ୍ୱାମୀସ୍ତ୍ରୀଙ୍କ ମୃତଦେହ ଉଦ୍ଧାର

0 163

ସୁନ୍ଦରଗଡ଼,୨୨।୩(ଏସଏସ ନିଉଜ) ତଳସରାଥାନା ଦମପୁଡ଼ା ଗାଁରେ ଏକ ଘର ଭିତରୁ ସ୍ୱାମୀସ୍ତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି।ସ୍ତ୍ରୀକୁ ମାରି ସ୍ୱାମୀ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି।

Leave A Reply

Your email address will not be published.