ଶ୍ୱାସରୋଗର ଘରୋଇ ନିରାକରଣ

0 554

ଭୁବନେଶ୍ୱର,୧୩/୧(ଏସଏସନିଉଜ) ଆସ୍ଥାମା ହେଉଛି ଏକ ଶ୍ୱାସଜନିତ ରୋଗ ।ଏହି ରୋଗ ହେବାଦ୍ୱାର ନିଶ୍ୱାସ ନେବାରେ ଅସୁବିଧା ହେବା ସହ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ଯେକୈ÷ାଣସି ବୟସର ଲୋକ ଏହାଦ୍ୱାର ପିଡିତ ହେଉଥିବାଳେ ଛାତିତ ଯନ୍ତ୍ରଣା ସହ କାଶ ମଧ୍ୟ ହୋଇଥାଏ । ଶ୍ୱାସକୁ ନିୟନ୍ତ୍ରଣ କରିବାପାଇଁ ବାହାରେ ମିଳୁଥିବା ଔଷଧ ଅପେକ୍ଷା ଘରୋଇ ଚିକିସ୍। ଲାଭଦାୟକ ହୋଇଥାଏ ।
ଆସନ୍ତୁ ଜାଣିବା ଏହା କଣ –
ଏକଲିଟର ପାଣିରେ ଏକ ଚାମଚ ମେଥିପକାଇ ଅଧଘଂଟା ପର୍ଯ୍ୟନ୍ତ ଫୁଟାନ୍ତୁ ।ଏହାକୁ ଛାଣି ଟିକେ ଅଦାରସ ସହ ମହୁ ମିଶାଇ ସେବନ କରନ୍ତୁ । ପ୍ରତିଦିନ ଏହାକୁ ପିଇବା ଦ୍ୱାରା ଶ୍ୱାସ ଅନେକାଂଶରେ ନିୟନ୍ତ୍ରଣ ହୋଇଥାଏ ।
ଶୋରିଶ ତେଲରେ କର୍ପୁର ପକାଇ ଗରମ କରନ୍ତୁ । ଟିକେ ଥଣ୍ଡା ହେବାପରେ ଛାତି ଓ ପିଠିରେ ମାଲସ କରନ୍ତୁ । ୨-୩ଥର ମାଲସ କରିବାଦ୍ୱାରା ନିଶ୍ୱାସ ନେବା ସହଜ ହେବା ସହ ଆରାମ ମଧ୍ୟ ମିଳିଥାଏ ।
ଅଦା,ମହୁ,ଡାଳିମ୍ବକୁ ମିଶାଇ ଏକ ପାନିୟ ତିଆରି କରନ୍ତୁ । ଆସ୍ଥାମା ହେବାସମୟରେ ଦିନକୁ ୨-୩ଥର ବ୍ୟବହାର କଲେ ଏହାର ଉପକାରିତା ବିଷୟରେ ନିଜେ ଜାଣିପାରିବେ ।

Leave A Reply

Your email address will not be published.