ଠାବହେଲା ଜର୍ଦ୍ଦା କାରଖାନା

0 333

ଭୁବନେଶ୍ୱର,୧୩/୧(ଏସଏସନିଉଜ) ଯାଜପୁର ବଇରିଥାନା ଅର୍ନ୍ତଗତ ବିଦ୍ୟାଧରପୁର ଗ୍ରାମରୁ ସୋମବାରଦିନ ଠାବ ହୋଇଛି ନକଲି ଜର୍ଦ୍ଦା କାରଖାନା ।ଗତକିଚିଦିନ ହେବ ବେଆଇନଭାବେ ଏହି କାରଖାନା ଚାଲୁଥିଲା ।ଏହାକୁ ବେଆଇନଭାବେ ଚଳାଉଥିବା ଅଭିଯୋଗରେ ଘଟଣାସ୍ଥଳରୁ ୪ଜଣଙ୍କୁ ଗିରଫ କରାଯାଇଚି ।ବିପୁଳ ପରିମାଣର ନକଲି ଜର୍ଦ୍ଦା ସହ ଜର୍ଦ୍ଦାତିଆରି ସାମଗ୍ରୀକୁ ମଧ୍ୟ ଜବତ କରାଯାଇଥିବାର ଜଣାପଡିଛି ।

Leave A Reply

Your email address will not be published.