ତହସିଲଦାର,ଆରଆଇଙ୍କୁ ବାଲିମାଫିଆଙ୍କ ଆକ୍ରମଣ

0 167

ଗଞ୍ଜାମ,୮/୫(ଏସଏସନିୟୁଜ) ଗଞ୍ଜାମର ଅତିରିକ୍ତ ତହସିଲଦାର ଶୁଭେନ୍ଦୁ ଜେନାଙ୍କ ସହ ୩ ଜଣ ଆରଆଇ ଭାସ୍କର ସାହୁ, ସୀତାରାମ ସାହୁ ଓ ସୁଶାନ୍ତ ବେହେରା ଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ବାଲି ମାଫିଆମାନେ ଲୁହା ରଡ଼ରେ ପିଟିଥିବା ଜଣାପଡିଛି । ମାଳିଜଗନ୍ନାଥପୁର ଗାଁ ରୁଷିକୁଲ୍ୟା ମୁହାଣରୁ ବେଆଇନ୍ ଚୋରା ଚାଲାଣ ବେଳେ ରେଡ୍ କରାଯାଇଥିôବାବେଳେ ଏହି ଘଟଣା ଘଟିଥିବାର ଜଣପଡିଛି ।ଆହତମାନେ ଗଞ୍ଜାମ ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଇଥିବାର ଜଣାପଡିଛି ।ପୋଲିସ ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

Leave A Reply

Your email address will not be published.