ଟାହିଟାପରା ସହିନପାରି ଆତ୍ମହତ୍ୟା କଲେ ଯୁବତୀ

0 128

କେନ୍ଦ୍ରାପଡ଼ା, ୧୫/୭(ଏସଏସନିଉଜ)ପଡ଼ୋଶୀଙ୍କ ଟାହିଟାପରା ସହିନପାରି ଯୁବତୀ ଆତ୍ମହତ୍ୟା କରିଥିବାର ଜଣାପଡିଛି ।ଆତ୍ମହତ୍ୟା କରିଥିବା ଯୁବତୀ ପାଟକୁରା ଥାନା ପଦ୍ମପୁର ପଞ୍ଚାୟତ ମହମୁଦା ଗାଁର । ଥାନାରେ ୬ ପଡୋଶୀଙ୍କ ନାଁରେ ଅଭିଯୋଗ କଲେ ମୃତ ଯୁବତୀଙ୍କ ମାଆ । ବାରମ୍ବାର ଝିଅର ଚରିତ୍ର ସଂହାର ସହ ଟାହିଟାପରା କରୁଥିଲେ ପଡ଼ୋଶ ।

Leave A Reply

Your email address will not be published.