ତାରାତାରିଣୀଙ୍କ ପୀଠରେ ଅଗ୍ନିକାଣ୍ଡ

0 182

ଗଞ୍ଜାମ,୧୨/୧୦(ଏସ ଏସ ନିୟୁଜ)ପ୍ରସିଦ୍ଧ ମାଁ ତାରାତାରିଣୀ ମନ୍ଦିର ପରିସରରେ ଥିବା ତିନୋଟି ଦୀପଦାନ ଗୃହରେ ନିଆଁ ଲାଗି ଯାଇଛି । ଫଳରେ ଦୁଇଟି ଦୀପଦାନ ଗୃହ ସମ୍ପୁର୍ଣ୍ଣ ଜଳି ନଷ୍ଟ ହୋଇଯାଇଛି ଶ୍ରଦ୍ଧାଳୁ ମାନେ ନବରାତ୍ର ପୂଜା ଲାଗି ମହାଦୀପ ଜାଳି ଥିବାବେଳେ ଆକସ୍ମିକ ଭାବେ ନିଆଁ ଲାଗି ଯାଇଥିଲା । ଭକ୍ତଙ୍କ କ୍ଷୟକ୍ଷତି ହୋଇ ନଥିବା ବେଳେ ନିଆଁକୁ ଆୟତ୍ତ କରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

Leave A Reply

Your email address will not be published.