ଟାଟାଏସି ସହ ହାଇଓା ମୁହାଁମୁହଁଧକ୍କା

0 268

ବାରଙ୍ଗ ୧୧/୪(ଏସଏସନିଉଜ) ସୋମବାର ଅପରାହ୍ମରେ ଗୋଡିସାହି ଫାଣ୍ଡି ନିକଟସ୍ଥ ଷଣ୍ଢପୁର ରେଳ ପୋଲ ନିକଟରେ ଏକ ହାଇଓା ଟ୍ରକ ସହିତ ଟାଟାଏସି ମୁହାଁ ମୁହିଁ ଧକ୍କା ହୋଇଛି । ସୋମବାର ଅପରାହ୍ମରେ ତ୍ରିଶୂଳିଆ ବାଙ୍କୀ ମୁଖ୍ୟରାସ୍ତାରେ ଭୂବନେଶ୍ୱର ଅଭିମୁଖେ ଓଡି ୦୨ବିଏଚ୬୮୫୯ ଟାଟାଏସି ଯାଉଥିବା ବେଳେ ତ୍ରିଶୂଳିଆରୁ ରାମଦାସପୁର ମୋହରମ ଖଣିକୁ ଦୃତଗତିରେ ଅସୁଥିବା ଓଡି ୫ବିଡି ୧୬୧୩ ହାଇଓା ଗାଡିଟି ରେଳପୋଲ ନିକଟରେ ସାମ୍ନା ସାମ୍ନି ଧକ୍କା ଦେଇଥିଲା । ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ବାରଙ୍ଗଥାନାପୋଲିସ ଟାଟାଏସି ଚାଳକ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିସ୍‌ାପାଇଁ ଡାକ୍ତରଖାନାକୁ ପଠାଇଥିବାବେଳେ ଦୁର୍ଘଟଣାଗ୍ରସ୍ଥା ଗାଡିଦୁଇଟିକୁ ଜବତ କରିଛି ।

Leave A Reply

Your email address will not be published.