ଟୁରିଷ୍ଟ ବସ ଦୁର୍ଘଟଣାଗ୍ରସ୍ତ

0 165

ଭୁବନେଶ୍ୱର,୧୨/୯(ଏସଏସ ନିଉଜ)ଡ୍ରାଇଭରକୁ ନିଦ ଲାଗିବା ଯୋଗୁଁ ପଶ୍ଚିମବଙ୍ଗର ଟୁରିଷ୍ଟ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଜଣାପଡିଛି।ପୁରୀରୁ ଦୀଘା ଫେରୁଥିବା ବେଳେ ଟୁରିଷ୍ଟ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି।ବସ ରାସ୍ତା ତଳକୁ ଓଲଟି ଯିବା ଫଳରେ ୫ ଜଣ ଗୁରୁତର ହୋଇଛନ୍ତି।ବସରେ ମୋଟ ୭୨ ପର୍ଯ୍ୟଟକ ଥିଲେ। ଆହତଙ୍କୁ ବାଲେଶ୍ଵର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.