ଟିକାନେବେ ଔଷଧ ଦୋକାନୀ ଓ କର୍ମଚାରୀ

0 168

ଭୁବନେଶ୍ୱର,୯/୬(ଏସଏସନିୟୁଜ) ରାଜ୍ୟ ସରକାର ଟିକାକରଣକୁ ବ୍ୟାପକ କରିଛନ୍ତି ।ଏବେ ଔଷଧ ଦୋକାନୀ ଓ କର୍ମଚାରୀଙ୍କୁ ଟିକାକରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପ୍ରାଥମିକତା ଭିତ୍ତିରେ ଟିକାକରଣ କରିବାକୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟ ଇଉଝ ପ୍ରଦୀପ୍ତ ମହାପାତ୍ର । ୧୮ରୁ ୪୪ ବର୍ଷଙ୍କୁ ରାଜ୍ୟ ସରକାର ଓ ୪୫ରୁ ଅଧିକ ବର୍ଗଙ୍କୁ କେନ୍ଦ୍ର ଦେଇଥିବା ଟିକା ଦେବାକୁ ନିର୍ଦ୍ଦେଶ ଦେଇଥିବାର ଜଣାପଡିଛିା

Leave A Reply

Your email address will not be published.