ଟାୱାର ଉପରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ

0 143

ଭୁବନେଶ୍ୱର,୨୨।୩(ଏସଏସ ନିଉଜ)ଭୁବନେଶ୍ବର ଶିଶୁଭବନ ଛକରେ ଅଭାବନୀୟ ଘଟଣା ଘଟିଛି।ହୋର୍ଡିଂଟାୱାର ଉପରେ ଚଢ଼ି ଜଣେ ବ୍ୟକ୍ତି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସ୍ଥାନୀୟ ଲୋକଙ୍କ ସୂଚନାପରେ ଅଗ୍ନିଶମ କର୍ମଚାରୀଙ୍କଦ୍ବାରା ଉଦ୍ଧାର କରାଯାଇଛି। ପ୍ରାୟ ୨ଘଣ୍ଟା ପରେ ଟାୱାର ଉପରୁ ଉଦ୍ଧାର ହେଲେ ସଂପୃକ୍ତ ବ୍ୟକ୍ତି।

Leave A Reply

Your email address will not be published.