0 613 Share ଭୁବନେଶ୍ବର:୨୬/୧୧- ଖୋର୍ଦ୍ଧା ରୋଡ ମେମୁ ୟାର୍ଡରେ ଦୁର୍ଘଟଣା ହୋଇଥିବା ଜଣାପଡିଛି । ମେମୁ ଟ୍ରେନ୍ର ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିବା ବେଳେ କୈାଣସି କ୍ଷୟକ୍ଷତିର ସୂଚନା ଏଯାବତ୍ ମିଳିପାରି ନାହିଁ । 0 613 Share