ଟ୍ରେନ ଅଟକାଇଲା ମଦ୍ୟପ ଯୁବକ

ଭୁବନେଶ୍ୱର,୧୮।୧(ଏସଏସନିଉଜ) ଭୁବନେଶ୍ୱର ରେଳ ଷ୍ଟେସନ ନିକଟରେ ଜଣେ ମଦ୍ୟପ ଯୁବକ ଏକ ଯାତ୍ରୀବାହୀ ଟ୍ରେନ ଆସୁଥିବା ବେଳେ ତାକୁ ରୋକିଛି।ରାଜମହଲଛକ ନିକଟରେ ଥିବା ରେଳ ଧାରଣାରେ ଷ୍ଟେସନପଟୁ ଏକ ଯାତ୍ରୀବାହୀ ଟ୍ରେନ ଆସୁଥିବା ବେଳେ ଏହାକୁ ଅଟକାଇଥିଲା ।ଟ୍ରେନ ରହିବା ପରେଟ୍ରେନ ଉପରେ ଚଢିବା ସହ ଲୋକଙ୍କୁ ଗାଳି ଗୁଲଜ କରିଥିଲା।ଫାଳିକିଆ ବସ୍ତିରେ ରହୁଥିବା ଏହି ମଦ୍ୟପ ଯୁବକର ଉନ୍ମତ କାଣ୍ଡ ସମସ୍ତଙ୍କୁ ନାକେଦମ୍‌ କରିଥିଲା।ପରେ ଖବର ପାଇ ଆରପିଏଫ୍‌ ଏବଂ ଜିଆରପିଏଫ୍‌ ପୁଲିସ ପହଞ୍ଚି ମଦ୍ୟପକୁ କାବୁ କରିବା ପରେ ଟ୍ରାକରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଥିଲା।

- Advertisement -

Leave A Reply

Your email address will not be published.