ଟ୍ରେନ ଉପରକୁ ପଡିଲା ପଥର

0 182

ଅନୁଗୁଳ,୨।୮(ଏସଏସନିଉଜ)ଅନୁଗୁଳରୁ ଟ୍ରେନ୍ ଇଞ୍ଜିନ ଉପରେ ପାହାଡ଼ରୁ ପଡ଼ିଲା ବଡ଼ ପଥର।ତାଳଚେରରୁ ସମ୍ବଲପୁର ଅଭିମୁଖେ ଯିବାବେଳେ ପଡ଼ିଲା ପଥର।ବଇଣ୍ଡାଠାରୁ ଗୋଟିଏ କିମି ଦୂରରେ ଘଟିଲା ଅଘଟଣ।ଯାହାଫଳରେ ଇଞ୍ଜିନ ଲାଇନଚ୍ୟୁତ ହୋଇଥିବା ବେଳେ ରେଲୱେ କର୍ମଚାରୀ ସୁରକ୍ଷିତ ଥିବାର ଜଣାପଡିଛି।ଖବରପାଇଘଟଣାସ୍ଥଳରେ ପହଞ୍ଚି ରେଲୱେ ଅଧିକାରୀଙ୍କ ସ୍ଥିତି ଅନୁଧ୍ୟାନ କରିଛନ୍ତି।

Leave A Reply

Your email address will not be published.