ପୋଖରୀକୁ ପଶିଲା କାର

0 131

ସୋର,୨।୮(ଏସଏସନିଉଜ) ଭାରସାମ୍ୟ ହରାଇ ପୋଖରୀ ଭିତରକୁ ପଶିଯାଇଛି କାର୍‌ । ସିମୁଳିଆ ମାର୍କୋଣା ବଜାର ନିକଟ ପୋଖରୀରେ ପଶିଯାଇଛି କାର୍‌ । କାର୍‌ ଭିତରୁ ୫ ଜଣଙ୍କୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକ। ୪ ଜଣ ଭଦ୍ରକ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକକୁ ସ୍ଥାନାନ୍ତର କରାଯାଇଛି।

Leave A Reply

Your email address will not be published.