ଗୋରୁମାଫିଆଙ୍କ ଆକ୍ରମଣ ଘଟଣାରେ ଟ୍ରକ ଜବତ

0 119

ତିଗିରିଆ,୨୩।୩(ଏସଏସ ନିଉଜ)ତିଗିରିଆ ପୋଲିସ ଉପରେ ଗତମାସ ୨୫ତାରିଖ ରେ ବେଆଇନ ଗୋରୁଚାଲାଣ ରୋକିବାକୁଯାଇ ଗୋରୁମାଫିଆ ମାନେ କରିଥିବା ଆକ୍ରମଣ ଘଟଣାରେ ପୂର୍ବରୁ ତିଗିରିଆ ପୋଲିସ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଗୋରୁ ଚାଲାଣରେ ବ୍ୟବହୃତ ଦୁଇଟି କଣ୍ଟେନରକୁ ଜବତ କରିଥିଲା।ଆଜି ପୋଲିସ ଗୋ ଚାଲାଣରେ ବ୍ୟବହୃତ ହେଉଥିବା ଅନ୍ୟ ଗୋଟିଏ ଟ୍ରକ କୁ ଖୁଣ୍ଟୁଣିଛକ ନିକଟରୁ ଜବତ କରିଛି ।

Leave A Reply

Your email address will not be published.