ଟ୍ରକ ଓଲଟି ୨ ବାଇକ ଆରୋହୀ ମୃତ

0 54

ଭବାନୀପାଟଣା,୫।୨(ଏସଏସନିଉଜ)ଟ୍ରକ ଓଲଟି ୨ବାଇକ ଆରୋହୀ ମୃତ୍ୟୁବରଣ କରିଛନ୍ତି।ପୋଖରୀବନ୍ଧ ନିକଟ ଢେପଗୁଡ଼ାରେ ଅଘଟଣ ଘଟିଛି।
ଟ୍ରକ୍ ଓଲଟିପଡି ୨ ବାଇକ୍ ଆରୋହୀଙ୍କ ଉପରେ ପଡ଼ିଯାଇଥିଲା।ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମୃତକ, ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି।

Leave A Reply

Your email address will not be published.