ଟ୍ରକ୍‌କୁ ପଛରୁପିଟିଲା ୱିଙ୍ଗରଭ୍ୟାନ୍

ବଲାଙ୍ଗିର,୧୯।୧(ଏସଏସ ନିଉଜ) ଟ୍ରକ୍‌କୁ ପଛରୁ ପିଟିଛି ୱିଙ୍ଗର ଭ୍ୟାନ୍।ଫଳରେ ୧୦ଜଣ ଆହତ ହୋଇଛନ୍ତି।ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବାର ସୂଚନା ମିଳିଛି। ଗୁରୁତରଙ୍କ ମଧ୍ୟରୁ ୩ଜଣ ବଲାଙ୍ଗିର ମେଡିକାଲ, ୨ଜଣ ବୁର୍ଲା କୁସ୍ଥାନାନ୍ତର କରାଯାଇଛି।ପାଟଣାଗଡ- ବେଲପଡା ରାସ୍ତାର ପୋଡଛାପର ନିକଟରେଏହି ଦୁର୍ଘଟଣା ଘଟିଛି।

 

- Advertisement -

Leave A Reply

Your email address will not be published.