ଚୌଦ୍ୱାର,୯।୯(ଏସଏସନିଉଜ) ଟାଙ୍ଗୀ ଥାନା ଚଟିଳଗଡ଼ା ନିକଟରେ ଆମ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି।ଦୃତାଗତିରେ ଆସୁଥିବା ବେଳେ ଟ୍ୟାଙ୍କର୍ ପଛରେ ପିଟି ଦେଇଛିଆମ ବସ୍।ଯାହାଫଳରେ ୧୫ଜଣ ଯାତ୍ରୀ ଆହତ ହୋଇଥିବା ବେଳେ
ସେମାନଙ୍କୁ ଚିକିତ୍ସା ପାଇଁକଟକ ବଡ଼ ମେଡିକାଲ୍କୁ ପଠାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ଥିବାର ଜଣାପଡିଛି।
