ଟିଉବରେ ରୋଗୀକୁବସାଇ ନଦୀପାର

0 104

ଫୁଲବାଣୀ,୧୩ା୯(ଏସଏସନିଉଜ)ଗାଁ କୁ ଆସିପାରିଲାନାହିଁ ଆମ୍ବୁଲାନ୍ସାବାଧ୍ୟହୋଇ ରୋଗୀକୁ ଟିଉବରେ ବସେଇ ବିପଦସଙ୍କୁଳ ଅବସ୍ଥାରେ ନଦୀ ପାରହେବାକୁ ପଡିଛି । କନ୍ଧମାଳଜିଲ୍ଲା ନୂଆଗାଁବ୍ଲକ୍ ର ମହାସିଙ୍ଗ ଗ୍ରାମପଞ୍ଚାୟତର କୁବେର ମୁଣ୍ଡାଗାଁମୁଣ୍ଡରେ ରହିଛି ଖଡ୍ଗ ନଦୀ ।ନଦୀପାରହେବାପାଇଁ ପୋଲ ନଥିବାରୁ ଗାଁକୁ ଆମ୍ବୁଲାନ୍ସ ଆସିପାରିନଥିଲା ।ଫଳରେ କୁବେର ମୁଣ୍ଡାଗାଁର ଚାରିଦିନଧରି ଝାଡାବାନ୍ତି ରୋଗରେ ଆକ୍ରାନ୍ତ ଥିବା ଆନନ୍ତିପ୍ରଧାନ ନାମକ ମହିଳାଙ୍କୁ ତାଙ୍କ ପରିବାରଲୋକ ଟିଉବରେ ବସେଇ ବିପଦ ସଙ୍କୁଳ ଅବସ୍ଥାରେ ଖଡ୍ଗ ନଦୀକୁ ପାରକରିଥିଲେ ।ଏହଭଳିି ଅଭାବନୀୟ ଘଟଣା ସୋସିଆଲମିଡିଆରେ ଚର୍ଚ୍ଚା ଯୋରଧରିଛି ।

 

Leave A Reply

Your email address will not be published.