ଟ୍ୟୁସନ ଯିବାବେଳେ ଧକ୍କା ଦେଲା କାର, ୨ ପିଲା ଗୁରୁତର

0 245

ପିପିଲି,୬/୧୦(ଏସ ଏସ ନିୟୁଜ) ପିପିଲି ନିକଟସ୍ଥ ଗୁଡ଼ିଆପୋଖରୀ ଠାରେ ୪ ପିଲାଙ୍କୁ ଧକ୍କା ଦେଇଛି କାର୍ ।ଫଳରେ ୪ଜଣ ପିଲାଙ୍କ ମଧ୍ୟରୁ ଦୁଇଜଣ ଗୁରୁତର ହୋଇଛନ୍ତି।ସନ୍ଧ୍ୟାରେ ଟ୍ୟୁସନ ଯାଉଥିବା ସମୟରେ ୪ ପିଲାଙ୍କୁ ସିଫା ଅଫିସ  ନିକଟରେ କାର ଟି ଧକ୍କା ଦେଇଥିଲା।ଗୁରୁତର ଅବସ୍ଥାରେ ୨ ପିଲାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଏହାକୁ ନେଇ ଗ୍ରାମବାସୀମାନେ ରାସ୍ତା ଅବରୋଧ କରିଛନ୍ତି।

Leave A Reply

Your email address will not be published.