ଉଦ୍ଧାର ହେଲା ବଜ୍ରକାପ୍ତା

0 204

ସୁବର୍ଣ୍ଣପୁର , ୪/୩(ଏସଏସନିଉଜ)ଡୁଙ୍ଗୁରିପାଲି ବ୍ଲକ୍ ଟାଙ୍ଗରକର୍ଲେ ପଞ୍ଚାୟତ ଚନ୍ଦଲି ଗ୍ରାମରୁ ଏକ ବଜ୍ରକାପ୍ତାକୁ ଉଦ୍ଧାର କରିଛି ବନବିଭାଗ । ଚନ୍ଦଲି ଗ୍ରାମରଯୋଗୀନ୍ଦ୍ର ଭୋଇଙ୍କ ଘର ପାଖରେ ଏକ ବଜ୍ରକାପ୍ତା ବୁଲୁଥିବା ଦେଖି ତାକୁ ଘରକୁ ଆଣି ବନବିଭାଗକୁ ଖବର ଦେଇଥିଲେ ।ଖବର ପାଇ ବନବିଭାଗର ଏକ ଟିମ୍ ଆସି ବଜ୍ରକାପ୍ତାକୁ ଉଦ୍ଧାର କରିଥିଲେ।୧୨କିଲୋ ଓଜନ ବିଶିଷ୍ଟ ୧ ମିଟର ଲମ୍ବର ଏହି ବଜ୍ରକାପ୍ତାର ସ୍ବାସ୍ଥ୍ୟ ପରୀକ୍ଷାକରିବା ପରେ ତାକୁ ଜଙ୍ଗଲରେ ଛାଡ଼ିଦେଇଥିବାର ଜଣାପଡିଛି ।

 

Leave A Reply

Your email address will not be published.