ଉଦଯାପିତ ହେଲା ବାର୍ଷିକ ବାଦିପାଲା ଉସ୍‌ବ

0 217

ବାରଙ୍ଗ,୨୯/୪(ଏସଏସନିଉଜ) ରାଜଧାନୀ ଉପକଣ୍ଠ ବଡବାଲିପଡା ଗ୍ରାମରେ ସବୁବର୍ଷ ଭଳି ଚଳିତବର୍ଷ ବାର୍ଷିକ ବାଦିପାଲା ଉସ୍‌ବ ଗୁରୁବାର ରାତିରେ ଶେଷ ହୋଇଯାଇଛି ।୭ଦିନ ଧରି ଚାଲିଥିବା ଏହି ଉସ୍‌ବରେ ରାଜ୍ୟର ଜଣାଶୁଣା ନାମି ପାଲା ଗାୟକମାନଙ୍କ ଦ୍ୱାରା ପାଲା ପରିବେଶଣ ହୋଇଥିଲା ।ଗାଁରଏହା ପ୍ରମୁଖ ପର୍ବ ହୋଇଥିବାରୁ ଗ୍ରାମବାସୀମାନେ ବେଶ

ଉସ୍‌ାହିତ ଥିଲେ ।ମଦନମୋହନ ଓ ଶିଖରଚଣ୍ଢୀଙ୍କ ପୀଠସ୍ଥଳୀରେ ଏହି ପାଲା ପରିବେଶଣ ହୋଇଥିଲା ।ଶେଷଦିନରେ ଭୁବନେଶ୍ୱରଉତର ବିଧାୟକ ଶୁସାନ୍ତକୁମାରରାଉତ ଯୋଗଦେଇ ପାଲାକଳାକାରମାନଙ୍କ ସହ ଗ୍ରାମର ମୁରବୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।ପାଲା ସଂସ୍କୃତି ବୁଡିଯାଉଥିବାବେଳେ ପୁରୁଣାକାଳରୁ ପାଳା ସଂସ୍କୃତିକୁ ବଂଚାଇ ରଖିଥିବାରୁ ଗ୍ରାମବାସୀମାନଙ୍କୁ ବିଧାୟକ ପ୍ରଶଂସା କରିଥିଲେ ।ଏଥିରେ ଲୋକ ପ୍ରତିନିଧିମାନଙ୍କ ସହ ଆଖପାଖ ଗ୍ରାମ,ର ମୁରବୀମାନେ ଯୋଗଦେଇଥିଲେ ।(ଶଶିକାନ୍ତନାୟକଙ୍କ ରିପୋର୍ଟ)

Leave A Reply

Your email address will not be published.