ଭଦ୍ରକ,୧୧।୨(ଏସଏସନିଉଜ)ହାଇୱା-ବୋଲେରୋ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି।ଭଦ୍ରକ ଏନ୍ଏଚ୍ ୧୬ ଆରଡ଼ି ଛକ ନିକଟରେ ଦୁର୍ଘଟଣା ଘଟିଛି।ପୁରୀରୁ ବାଲେଶ୍ୱର ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।୬ଜଣଙ୍କୁ କଟକ ଓ ୪ ଜଣଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ
ଆହତଙ୍କ ମଧ୍ୟରେ ୨ ମହିଳା ଓ ୨ ଶିଶୁ ଥିବା ସୂଚନା ମିଳିଛି।
Prev Post
Next Post
