ଜଗତସିଂହପୁର,୧୯।୬(ଏସଏସନିଉ ଜ) ୧୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଜିଇଡି ଯନ୍ତ୍ରୀ।ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ ଅଧିନରେ ଥିବା ଜିଇଡି JE ସୋମା ଦାସ ଗିରଫ ହୋଇଛନ୍ତି।
ରୋହିଆ ପଞ୍ଚାୟତରେ ଷ୍ଟ୍ରିଟ ଲାଇଟ ବିଲ୍ ପାଇଁ ଠିକାଦାରଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି।

Prev Post
Next Post