ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ ଓ ଭେଟେନାରୀ ଅଫିସର

0 39

ଧର୍ମଗଡ଼,୨୧ା୩(ଏସଏସନିଉଜ) ୪୦ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡିଲେ ପ୍ରଧାନଶିକ୍ଷକାସେହେଉଛନ୍ତି ଗୋଲାମୁଣ୍ଡା ବ୍ଲକ ଲେଟେର ତ୍ରିଶକ୍ତି ଉଚ୍ଚ ବିଦ୍ୟାପୀଠ ପ୍ରଧାନ ଶିକ୍ଷକା  ପ୍ରଧାନଶିକ୍ଷକ ଦ୍ରୋଣାଚାର୍ଯ୍ୟ ତାଣ୍ଡିଙ୍କୁ ଧରିଲା ଭିଜିଲାନ୍ସ ।୫ଟି କାମର ବିଲ୍ କରାଇବାକୁ ଠିକାଦାରଙ୍କ ଠାରୁ ଲାଞ୍ଚ ନେଉଥିବାବେଳେ ଧରାପଡିଥିଲେ । ସେହିଭଳିଭାବେ ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି ଦେବଗଡ଼ର ରିଆମାଳ ବ୍ଲକ ଭେଟେନାରୀ ଅଫିସରା୫ହଜାର ଲାଞ୍ଚ ନେବାବେଳେ ଫସିଲେ ଭେଟେନାରୀ ଅଫିସର ସସ୍ମିତା ସେଠୀାକୁକୁଡ଼ାଚାଷୀଙ୍କ ଫାର୍ମରେ ବିଦ୍ୟୁତ୍ ସଂଯୋଗ ଓ ସବ୍‌ସିଡି ଅର୍ଥ ରିଲିଜ୍ ପାଇଁ ଲାଞ୍ଚ ନେଉଥିବାବେଳେ ଧରାପଡିଥିଲେ ।

Leave A Reply

Your email address will not be published.