ଭିଜିଲାନ୍ସ ଜାଲରେ ତହସିଲଦାର

0 81

ଭୁବନେଶ୍ୱର,୧୪।୯(ଏସଏସନିଉଜ)ଭିଜିଲାନ୍ସ ଜାଲରେ ପଡିଛନ୍ତିପୂର୍ବତନ ତହସିଲଦାର ସଂଗ୍ରାମ କେଶରୀଜେନା।ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ରେ ଚଢ଼ାଉ କରାଯାଉଛି।ସଂଗ୍ରାମ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରେ କାର୍ଯ୍ୟରତ ଥିବାବେଳେ ସଂଗ୍ରାମ ଙ୍କ ଖୋର୍ଦ୍ଧାର ୪ଟି ଠିକଣାରେ ଚଢ଼ାଉ ଜାରି ରହିଛି।ଚଢ଼ାଉରେ ୩ DSP ଓ ୧୦ ଇନ୍ସପେକ୍ଟର ସାମିଲ ହୋଇଛନ୍ତି।

Leave A Reply

Your email address will not be published.