ଭୁବନେଶ୍ୱର,୨୧।୧(ଏସଏସନିଉଜ)ଲାଞ୍ଚ ନେଇ ଧରାପଡ଼ିଲେ କଖଡ଼ି RI ଜାନକୀ ରଂଜନ ମଲ୍ଲିକ।କଟକସଦର ତହସିଲ୍ କଖଡ଼ିସର୍କଲର ଆରଆଇ ହେଲେ ଜାନକୀ ରଂଜନ ମଲ୍ଲିକ।୧୦ ହଜାରଟଙ୍କା ଲାଞ୍ଚ ନେବାବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍।ଜମିଜମା ମାମଲାର ମ୍ୟୁଟେସନ୍ ଓ ପଟ୍ଟା ପାଇଁ ନେଉଥିଲେ ଲାଞ୍ଚ।ଆୟ ବହିର୍ଭୂତ ସମ୍ପତ୍ତି ଠୁଳମାମଲାରେ RIଙ୍କର ୩ଟି ସ୍ଥାନରେ ରେଡ୍ ଆରମ୍ଭ ହୋଇଛି।
