ବରମୁଣ୍ଡାରୁ କ୍ରାଇମବ୍ରାଞ୍ଚ ଏସ୍ ଟି ଏଫ୍ ଟିମ୍ ଜବତ କଲା ବାଘଛାଲ

0 360

ଭୁବନେଶ୍ବର୧୭/୧୧(ଏସଏସନିୟୁଜ) କ୍ରାଇମବ୍ରାଞ୍ଚ ଏସ୍ ଟିମ୍ ଏଫ୍ ଟି ବରମୁଣ୍ଡା ରୁ ବାଘଛାଲ ଜବତ କରିଛି ।ତେବେ ଏହି ବାଘଛାଲ ବିକ୍ରି ପାଇଁ ନିଜ ବାଇକର ଡିକିରେ ନେଇ ଆସିଥିବାବେଳେ ଧରାପଡିଛନ୍ତି ।ଧରାପଡିଥିବା ବ୍ୟକ୍ତି ଜଣେ ଘରୋଇ ବିଶ୍ବବିଦ୍ୟାଳୟର ଗାଡ଼ି ଚାଳକ।ତାଙ୍କ ନାମ ପ୍ରଶାନ୍ତ ନାୟକ ,ଘର ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଅଞ୍ଚଳର ବୋଲି ଜଣାପଡିଛିାଏହାପରେ ବାଘଛାଲକୁ ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ଅଧିକ ଖୋଳତାଡ ଆରମ୍ଭ ହୋଇଛି ।

Leave A Reply

Your email address will not be published.