ଆଜି ବନ୍ଦେଭାରତ ଏକ୍ସପ୍ରେସର ଟ୍ରାଏଲରନ୍

0 137

ଭୁବନେଶ୍ୱର,୨୮।୪(ଏସଏସ ନିଉଜ)ଆଜି ବନ୍ଦେ ଭାରତ ଏକ୍ସପ୍ରେସର ହେବ ଟ୍ରାଏଲ ରନ୍। ହାଓଡା ଓ ପୁରୀ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସର ହେବ ଟ୍ରାଏଲ ରନ୍‌। ହାଓଡ଼ାରୁ ସକାଳ ୬ଟା ୧୦ରୁ ବାହାରି ଦିନ ୧୨ଟା ୩୫ରେ ପୁରୀରେ ପହଞ୍ଚିବ ବନ୍ଦେ ଭାରତ। ପୁଣି ପୁରୀରୁ ଦିନ ୧ଟା ୫୦ରେ ଛାଡ଼ି ହାଓଡାରେ ୮.୩୦ରେ ପହଞ୍ଚିବ ।ଖଡ଼ଗପୁର , ଭଦ୍ରକ , ଯାଜପୁର , କଟକରେ ୨ ମିନିଟ ଲେଖାଏ ରହିବ। କଟକ ପରେ ଭୁବନେଶ୍ୱର , ଖୋର୍ଦ୍ଧାରେ ୨ ମିନିଟ ରହି ପୁରୀ ଯିବ ବୋଲି ଜଣାପଡିଛି।

Leave A Reply

Your email address will not be published.