ଘାଟିରୁ ଓଲଟିପଡ଼ିଲା ବସ୍

ହାଇୱାକୁ ପିଟିଲା ବସ୍

0 63

ଭୁବନେଶ୍ୱର,୬।୩(ଏସଏସନିଉଜ)ଘାଟିରୁ ଓଲଟି ପଡ଼ିଲା ବସ୍।ବୌଦ୍ଧ-କନ୍ଧମାଳ ସୀମାନ୍ତରେ OSRTC ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫୁଲବାଣୀ ରାଣୀପଥର ଘାଟିରୁ ତଳକୁ ଖସି ଯାଇଛି ବସ୍। ବସ୍ ରେଥିବା ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବାବେଳେ ଖବର ପାଇ ଦମକଳ ବାହିନୀ ସ୍ଥାନୀୟ ଲୋକଙ୍କ ସହାୟତା ରେ ବସର କାଚଭାଙ୍ଗି ଲୋକମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଛି।ସେହିଁଭଳିଭାବେ ଆଠଗଡ଼ ଖୁଣ୍ଟୁଣୀଥାନା ଗୋଲେଇଛକ ନିକଟରେ ବସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି।ହାଇୱାକୁ ପଛରୁ ପିଟିଛି ବସ୍‌,ଯାହାଫଳରର ୪ଜଣ ଆହତ ହୋଇଥିବାର ଜଣାପଡିଛି।୪ଜଣ ଆହତଙ୍କୁ ଆଠଗଡ଼ ମେଡିକାଲ ରେ ଭର୍ତ୍ତି କରାଯାଇଥିବାର ସୂଚନା ମିଳିଛି।୪୦ଜଣ ଯାତ୍ରୀଙ୍କୁ ଧରି କଟକରୁ ନରସିଂହପୁର ଯାଉଥିଲା ବସ୍‌।

Leave A Reply

Your email address will not be published.