ଫେବୃଆରୀ ୨୬ ରେ ଭାରତ ବନ୍ଦ

0 330

ଭୁବନେଶ୍ବର,୨୫/୨(ଏସଏସନିୟୁଜ)ଆସନ୍ତାକାଲି ଫେବୃଆରୀ ୨୬ ରେ The Confederation of All India Traders(CAIT) ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। Goods and Services Tax (GST)ଆଇନ୍‌କୁ ବିରୋଧ, ତୈଳ ଦର ବୃଦ୍ଧି, ଇ-ୱେ ବିଲ୍‌ ସମେତ ଅନ୍ୟ ପ୍ରସଙ୍ଗକୁ ନେଇ CAIT ପକ୍ଷରୁ ଆସନ୍ତାକାଲି ବନ୍ଦ ପାଳନ ହେବ। କାଲି ‘ଚକା ଜାମ୍‌’ ସହ ରାସ୍ତା ଅବରୋଧ ମଧ୍ୟ କରାଯିବ। ଦେଶବ୍ୟାପୀ ଏହି ବ୍ୟବସାୟ ବନ୍ଦ ଡାକରାରେ ପାଖାପାଖି ୪୦ ହଜାର ବ୍ୟବସାୟିକ ସଂଗଠନ ଏହି ଆନ୍ଦୋଳନକୁ ସମର୍ଥନ କରୁଥିବା ଜଣାପଡ଼ିଛି।

Leave A Reply

Your email address will not be published.