ଶାଳୀନାଁରେ ୩ମହଲାକୋଠା

0 118

ଭୁବନେଶ୍ୱର,୭ା୧(ଏସଏସନିଉଜ) ଭିଜିଲାନ୍ସ ଜାଲରେ ପଡିଥିବା ଆରଡବ୍ଲ୍ୟୁଏସଏସର ଅଧୀକ୍ଷଣଯନ୍ତ୍ରୀ ବିଜୟାନନ୍ଦ ସାହୁଙ୍କ ବିପୁଳସଂପତ୍ତି ଠାବ ହୋଇଛିା ଏଯାବତ ୩ଟିକୋଠା , ଅନୁଗୁଳ ଏବଂ ଢେଙ୍କାନାଳରେ ମୋଟ ୧୪ପ୍ଲଟ ସହ ବହୁସଂପତ୍ତି ପାଇଲାଣି ଭିଜିଲାନ୍ସ। ଭୁବନେଶ୍ୱର ଆଇଗିଣିଆରେ ୩ମହଲା , ପର୍ଜଙ୍ଗରେ ୨ ମହଲାକୋଠା ସହ ଅନୁଗୋଳରେ ଶାଳୀନାଁରେ ୩ମହଲା କୋଠା, ସ୍ତ୍ରୀନାଁରେ ବିଦ୍ୟୁତକନେକ୍ସନ ସହ ବ୍ୟାଙ୍କ ଜମା ୧୫ ଲକ୍ଷ , ନଗଦ୧.୮ ଲକ୍ଷ, ଗୋଟିଏ କାର୍ ଠାବ କଲାଣି ଭିଜିଲାନ୍ସା

Leave A Reply

Your email address will not be published.