୧୯ଡିଗ୍ରୀ କଲେଜକୁ ସୋ-କଜ୍ ନୋଟିସ!

0 125

ଭୁବନେଶ୍ୱର,୭ା୧(ଏସଏସନିଉଜ) ୧୯ଡିଗ୍ରୀ କଲେଜକୁ ଉଚ୍ଚଶିକ୍ଷା ବିଭାଗର ସୋ-କଜ୍ ନୋଟିସ ଦିଆଯାଇଛି। ସାମ୍ସନିୟମ ଉଲ୍ଲଂଘନକରି ପିଲାଙ୍କ ଆଡମିଶନକରିଥିବାରୁ ପିଲାଙ୍କଭବିଷ୍ୟତ ନଷ୍ଟ ଆଶଙ୍କାକରାଯାଇ ନୋଟିସ କରାଯାଇଛି। ଏଥିପାଇଁ କାହିଁକି କାର୍ଯ୍ୟାନୁଷ୍ଠାନ ନହେବ , ଉତ୍ତର ଦେବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ଜାନୁଆରୀ ୧୧ସୁଦ୍ଧା ଉତ୍ତର ଦେବାକୁ ୧୯ କଲେଜର ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.