ଓଡିଆପୁଅ ବାଛିବେ ଟିମ୍ ଇଣ୍ଡିଆ

0 167

ଭୁବନେଶ୍ୱର,୭ା୧(ଏସଏସନିଉଜ) ବିସିସିଆଇ ସିନିୟର ଚୟନକର୍ତ୍ତାକମିଟି ଘୋଷଣା କରାଯାଇଛି ।ଏଥିରେ ସ୍ଥାନ ପାଇଲେ ଓଡିଆ ପୁଅ ଶିବସୁନ୍ଦର ଦାସ ।ବିସିସଆଇସିନିୟର ଚୟନକମିଟିର ଚୟନକର୍ତ୍ତାଭାବେ ଶିବସୁନ୍ଦର ଦାସଙ୍କୁ ନିଯୁକ୍ତି ଦିଆଯାଇଛି। ତାଙ୍କସହ ସୁବ୍ରତ ବାନାର୍ଜୀ, ସଲିଲ ଆଙ୍କୋଲା, ଶ୍ରୀଧରନ ଶରତ ମଧ୍ୟ ଚୟନକର୍ତ୍ତା ହୋଇଥିବାବେଳେ ଚୟନ କମିଟିର ଅଧ୍ୟକ୍ଷ ପଦ ବଜାୟ ରଖିଛନ୍ତି ଚେତନ ଶର୍ମା ।

Leave A Reply

Your email address will not be published.