ହୀରାକୁଦରେ ବଢୁଛି ଜଳସ୍ତର

0 182

ଭୁବନେଶ୍ୱର,୧୬/୭(ଏସଏସନିଉଜ) ରାଜ୍ୟରେ ଲାଗି ରହିଛି ବର୍ଷା। ଲଗାଣ ବର୍ଷା କାରଣରୁ ଉପର ମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦରେ ବଢୁଛି ଜଳସ୍ତର । ହିରାକୁଦରୁ ଗେଟ ଖୋଲିବା ନେଇ ଆଜି ନିଷ୍ପତ୍ତି ହେବାନେଇ ଜଣାପଡିଛି ।ଦିନକରେ ହୀରାକୁଦ ଜଳସ୍ତର ୬ ଫୁଟ ବଢି ୬୦୭.୭୩ ଘନ ଫୁଟରେ ପହଞ୍ଚିଛି । ଛତିଶଗଡରେ ଲଗାଣ ବର୍ଷା ଯୋଗୁଁ କଲମା ବ୍ୟାରେଜର ଅଧିକାଂଶ ଗେଟ ଖୋଲିଛି । ଗତକାଲିଠୁ ହୀରାକୁଦ ଜଳଭଣ୍ତାରକୁ ୨ ଲକ୍ଷ ୧୬ ହଜାର ୫୦୭ କ୍ୟୁସେକ ଜଳ ପ୍ରବେଶ କରୁଛି ।

Leave A Reply

Your email address will not be published.