ଗଞ୍ଜାମ,୧୬/୭(ଏସଏସନିଉଜ) ଜିଲ୍ଲାରେ ଚଳିତବର୍ଷର ପ୍ରଥମ ଡେଙ୍ଗୁରୋଗୀଚିହ୍ନଟ ହୋଇଛି ।ଗଞ୍ଜାମ ବ୍ଲକ୍ରେ ଜଣେ ୨୬ ବର୍ଷୀୟା ମହିଳା ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ମହିଳା ଜଣକ ଭୁବନେଶ୍ବରରେ ରୁହନ୍ତି, ନିକଟରେ ଗଞ୍ଜାମ ଫେରିଥିଲେ । ଜ୍ଵରରେ ଆକ୍ରାନ୍ତ ହେବା ପରେ ଏମ୍କେସିଜିରେ ଡେଙ୍ଗୁ ପରୀକ୍ଷା କରିବାପରେ ଜଣାପଡିଥିଲା
