ଟିକା ନପାଇ ତାଲା ପକାଇଲେ ଲୋକ

0 194

ବାଲେଶ୍ବର, ୧୬/୭(ଏସଏସନିଉଜ) ଟିକା ନ ମିଳିବାରୁ ବାଲେଶ୍ବରରେ ଭ୍ୟାକ୍ସିନେସନ ରୁମରେ ତାଲା ପକାଇଦେଲେ ଲୋକେ । କେବଳ ଅନଲାଇନ ରେଜିଷ୍ଟ୍ରେସନରେ ଟିକାକରଣ ହେଉଥିବାରୁ ଏହାକୁ ବିରୋଧକରି ଲୋକମାନେ ଉତ୍ୟକ୍ତ ହୋଇ ତାଲା ପକାଇଦେଇଥଲେ । ବୁଷ୍ଟର ଡୋଜ୍ ବେଳେ ସୁନହଟ ସ୍ବାସ୍ଥ୍ୟ କେନ୍ଦ୍ରରେ ତାଲା ପକାଇଛନ୍ତି ଲୋକ । ଗତକାଲି ସନ୍ଧ୍ୟାରୁ କୋଇନ୍ ପୋର୍ଟାଲରେ ନାଁ ପଞ୍ଜୀକରଣ ପାଇଁ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା ।

Leave A Reply

Your email address will not be published.