ଗାଁରେ ହାତୀ ପଶିବାକୁ ନେଇ ଗାଁରେ ଆତଙ୍କ

0 185

କେଉଁଝର,୧୬/୭(ଏସଏସନିଉଜ) ଏକ ଦନ୍ତାହାତୀ ଆଜି ସକାଳେ ହାଟଡିହି ବ୍ଲକ୍ ପଢ଼ିଆରିପଲ୍ଲୀ ପଞ୍ଚାୟତ ଆତୁରିକୋଣା ଗ୍ରାମରେ ଗାଁ ଭିତରେ ପଶି ଯାଇଥିବାରୁ ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଛି ।ଯାହାଫଳରେଅଧଘଣ୍ଟାଏ ଧରି ଗାଁରେ ତାଟି କବାଟ ପଡ଼ି ଯାଇଥିଲା। ପରେ ହାତୀଟି ନିକଟସ୍ଥ ରଗୁଡ଼ିଆ ଡାହିସାହି ସ୍ଥିତ ଜଙ୍ଗଲକୁ ଚାଲି ଯିବାପରେ ଗ୍ରାମବାସୀ ଏକପ୍ରକାର ଆଶ୍ୱସ୍ଥୀ ହୋଇଥିଲେ ।

Leave A Reply

Your email address will not be published.