୧୦ରୁ ବୟସ୍କ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ବୁଷ୍ଟର ଡୋଜ୍

0 128

ଭୁବନେଶ୍ୱର, ୬/୧(ଏସଏସନିୟୁଜ) କରୋନା ସଂକ୍ରମଣ ସହି ଓମିକାନ୍ର ଭାରିଆଣ୍ଟ ମଧ୍ୟ ଧିରେଧିରେ ତାର କାୟା ବିସ୍ତାର କରିବା ଆରମ୍ଭ କରୁଛି ।ଏହାକୁ ମୁକାବିଲାପାଇଁ ରାଜ୍ୟସରକାର ଟିକାକରଣକୁ ଅଧିକ ଗୁରୁତ୍ୱ ଦେଇଛନ୍ତି ।ଆସନ୍ତା ୧୦ରୁ ବୟସ୍କ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ବୁଷ୍ଟର ଡୋଜ୍ ଦିଆଯିବାନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ରାଜ୍ୟରେ ସଂକ୍ରମଣ ଆଗକୁ ଆହୁରି ବଢ଼ିବ,ଯଦି ବଢେ ତେବେ ସରକାରଙ୍କ ପକ୍ଷରୁ ସବୁ ବ୍ୟବସ୍ଥା କରାଯାଇଛି । ୪ ଜିଲ୍ଲା ଖୋର୍ଦ୍ଧା , ସୁନ୍ଦରଗଡ , ସମ୍ବଲପୁର ଓ ବାଲେଶ୍ୱରରେ ସଂକ୍ରମଣ ଅଧିକ ରହୁଛି । ଲୋକମାନେ କୋଭିଡନୀୟମମାନିବା ସହ ମାସ୍କ ପିନ୍ଧନ୍ତୁ , ସାମାଜିକ ଦୂରତା ରଖନ୍ତୁ , କୌଣସି ସ୍ଥାନରେ ଭିଡ କରନ୍ତୁ ନାହିଁ ବୋଲି କହିଛନ୍ତି ।

Leave A Reply

Your email address will not be published.